
ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ମଙ୍ଗଳବାର ) ନୟାଗଡ଼ :- ଅସହାୟ ମାନଙ୍କ ପାଇଁ ସହାୟ ହୋଇ ଠିଆ ହୋଇଥିବା ନୟାଗଡ଼ ଲେଖନପୁର ସ୍ଥିତ ବୃଦ୍ଧାଶ୍ରମ (ସମର୍ପଣ)କୁ ଆଜି ଅପରାହ୍ନ ୪ଟାରେ ପରିଦର୍ଶନ କରିଛନ୍ତି ପାଞ୍ଚ ବିଧାୟକ । ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଙ୍କ ସହିତ ଚାନ୍ଦବାଲି ବିଧାୟକ ବ୍ଯୋମକେଶ ରାୟ,

