ଭାରତୀୟ ମଜଦୁର ସଙ୍ଘର ନୟାଗଡ଼ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ(୨୩ ଜୁଲାଇ ଶନିବାର) ନୟାଗଡ଼ :- ଭାରତୀୟ ମଜଦୁର ସଂଘ ନୟାଗଡ଼ ଜିଲ୍ଲା ତରଫରୁ ଓଡଗାଁ ବ୍ଲକ ହେମାମାଲିନି ମନ୍ଦିର ଠାରେ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠା ଦିବସ ପାଳନ କରାଯାଇ ଥିଲା ଏହି ବୈଠକରେ ଯୋଗ ଦେଇଥିଲେ ଭାରତୀୟ ମଜଦୁର ସଂଘ ନୟାଗଡ଼ ଜିଲ୍ଲା ସଂମ୍ପାଦକ ସୁକାନ୍ତ କୁମାର ମହାପାତ୍ର,ଓଡ଼ିଶା ରାଜ୍ଯ ଆଶା କର୍ମୀ ସଂଘର ରାଜ୍ୟ କାରେଣୀ ସଦସ୍ଯ ସୁଷମା ଘଡେଇ,

ଓଡଗାଁ ବ୍ଲକ ଆଶା କର୍ମୀ ସଂଘର କୋଷାଧ୍ୟକ୍ଷ ସବିତା ସାହୁ,ଶାନ୍ତିଲତା ବାରିକ,କନକ ପ୍ରଧାନ,ସୁଷମା ସେଠୀ,ଓଡଗାଁ ମେଡିକାଲରେ କାଯ୍ୟରତ ସୁରକ୍ଷା କର୍ମଚାରୀ ଭାଇ ମାେନ,ମହିଳା ସମାଜସେବୀ ଲକ୍ଷ୍ମୀ ସେନାପତି ଓ ଅନେକ ଆଶା କର୍ମୀ ଭଉଣୀ ମାେନ ଯୋଗ ଦେଇଥିଲେ,

Exit mobile version