
ଓଡ଼ିଶା ତାଜା ନ୍ୟୁଜ (୨୨ ଜୁଲାଇ ଶୁକ୍ରବାର )ଭୁବନେଶ୍ୱର :- ଓଡିଶା କୃଷକ ସାଥୀ ସଂଘର ଦୀର୍ଘ ୧୫ ବର୍ଷ (୨୦୦୬-୨୦୨୧) ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ନିକଟରେ ଅନେକ ଦାବି ବିଭିନ୍ନ ସମୟରେ କରି ଆସୁଛୁ । ଓଡିଶା ସରକାରଙ୍କ ଦ୍ୱାରା କୃଷି କୃଷକର ବିକାଷ ନିମନ୍ତେ ବହୁ ବିଧ ଉନ୍ନୟନ ମୂଳ କାର୍ଯ୍ୟକ୍ରମ ଯଥା – ମୃତିକା ନମୂନା ସଂଗ୍ରହ, ଫସଲ ପାଇଁ ଖାଦ୍ୟସାର ପରିଚାଳନା ଜଳ ପରିଚାଳନା ପାଇଁ ପାଣି ପଂଚାୟତ ଗଠନ, ରୋଗ ପୋକ ପରିଚାଳନା ଏବଂ ତଥ୍ୟ ପ୍ରଦାନ, ଶ୍ରୀ ପ୍ରଣାଳୀରେ ଧାଡିରୁଆ ଧାନ ଚାଷ ।

