ପାରଳାଖେମୁଣ୍ଡି ପୋଲିସ କୁ ମିଳିଛି ବଡ଼ସଫଳତା ନକଲି ଆଉଟ ସୋର୍ସିଁସଂସ୍ଥା ଖୋଲି ଚାକିରି ଦେବା ନାଁରେ ଠକେଇ ୨ଗିରଫ

ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁଲାଇ ସୋମବାର/ପାରଳାଖେମୁଣ୍ଡି  :- ଗଜପତି ଜିଲ୍ଲାର ପାରଳାଖେମୁଣ୍ତି ଆଦର୍ଶ ଥାନାର ପୋଲିସକୁ ଏକ ବଡ ସଫଳତା ମିଳିଛି ନକଲି ଆଉଟୁ ସୋର୍ସିଂ ସଂସ୍ଥା ଖୋଲି ଜିଲ୍ଲାର ବେକାରଯୁବକ ଯୁବତୀଙ୍କ ଠାରୁ ନିଯୁକ୍ତିପ୍ରଦାନ ନାମରେ ଲକ୍ଷାଧୁକ ଟଙ୍କା ଠକିନେବା ଅଭିଯୋଗରେ ୨ଜଣ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି କାଶିନଗର ଡେରା ସାହିଁ ବାସିନ୍ଦା ତଥାବର୍ତମାନ ପାଗଳାଖେମୁଣ୍ତି ସହରର ଖଞ୍ଜାସାହି ଓ ଗୁଣ୍ଟୁବାରୀ ସାହିରେ ରହୁଥିବାସୁବାଷ ଚନ୍ଦ୍ର ରାଉଳ ଓରଫ ବାବୁଲି (୪୭) ଓ ଗୁମ୍ମା ଟ୍ଲଳ ଅନ୍ତର୍ଗତ ଜୀବା ଗ୍ରାମର ପାଷ୍ପୁରେଡି ବନାମାଳୀ (୨୫) |

ସୁବାଷ ଚନ୍ଦ୍ର ରାଉଳ ଓରଫ ବାବୁଲି ଠାରୁ ଗୋଟିଏ ମୋବାଇଲ ଫୋନ, ମୋଟର ସାଇକେଲର ଚାବି, କାର ଚାବି,ଆଧାରକାର୍ଡ,ଏଟିଏମକାର୍ଡ,ଓମ୍‌କାର ଟିଭିର ସାମ୍ବାଦିକପରିଚୟପତ୍ର,ଇଣ୍ତଆନଟ କନସଲ୍ଟଟିଂହାଉସରପରିଚୟପତ୍ର,ନ୍ୟାସନାଲ ହ୍ୟୁମାନରାଇଟସସିଟିଜନ କମିସନ ଜିଲ୍ଲାଧିକାରୀ ପରିଚୟ ପତ୍ର, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଜିଲ୍ଲାମୁଖ୍ୟ ପରିଚୟ ପତ୍ର, ଭାରତ ସରକାରଙ୍କ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅନୁମୋଦିତ ଆରୋମା ଶିକ୍ଷା ଓ ସେବା ସମିତି ଗ୍‌ଏଫଏସଏସ ଏଆଇ ରାଜ୍ୟ ମୁଖ୍ୟ ତାଲିମଦାତା ପରିଚୟ ପତ୍ର ଜବତ କରାଯାଇଛି ଏନେଇ ପାରଳାଖେମୁଣ୍ତି ଉପଖଣ୍ତଆରକ୍ଷୀ ଅଧିକ୍ଷକ ରାମକୃଷ୍ଣ ପତି ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ସମ୍ବାଦିକସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି l

ନୂଆଗଡ ବ୍ଲକ ତଥା ଆର ଉଦୟଗିରି ଥାନା ଅନ୍ତର୍ଗତ ଟାଙ୍ଗିଲି ଗ୍ରାମର ବିପିନ ବିହାରୀ ମଣ୍ତଳ ଓ ଲାଟିଗିଂ ଗ୍ରାମର ରାଜେନ୍ଦ୍ର ଭୂର୍ୟାଁଙ୍କ ସମେତ ଅନ୍ୟ ମାନେ ପାରଳାଖେମୁଣ୍ରି ଆଦର୍ଶ ଥାନାରେ ନିଯୁକ୍ତି ପ୍ରଦାନ ନାମରେ ପାରଳାଖେମୁଣ୍ତି ସହରର ଦୋଳବନ୍ଧ ନିକଟସ୍ଥ ସୁଭଦ୍ରା ବିହାରରେ ଭଡ଼ା ଘରେ ଚାଲୁଥୁବା ଏକ ନକଲି ଆଉଟସୋର୍ସିଂ ସଂସ୍ଥା ଚାକିରି ଦେବା ନାଁରେ ଲକ୍ଷାଧୂକ ଟଙ୍କା ଠକି ନେଇଥିବା ଓ ଏସଂସ୍ଥାକୁ ସୁବ୍ରାଷ ଚନ୍ଦ୍ରରାଉଳ,ପାଷ୍ଠପୁରେଡିବନମାଳୀ ଓ କୈଳାଶ କାର୍ଜୀ ପରିଚାଳନା କରୁଛନ୍ତି ବୋଲିପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଚଳିତମାସ ୧୪ତାରିଖରେ ସେମାନେ ଲିଖୂତ ଅଭିଯୋଗ କରିଥୁଲେ । ଉକ୍ତ ଅଭିଯୋଗକୁ ଭିଉିକରି ସୁଭଦ୍ରା ବିହାର ସ୍ଥିତ ଭଡ଼ାଘରେ ଚାଲିଥିବା ଏହି ଆଉଟ୍ ସର୍ସିଁ ସଂସ୍ଥା ଉପରେ ପାରଳାଖେମୁଣ୍ଡି ପୋଲିସ ଚଢ଼ାଉ କରିଥିଲା l

Exit mobile version