ରଥ ନିର୍ମାଣ ପାଇଁ ଜିଲ୍ଲାପାଳ ଅନୁମତି ମିଳିଲା – ରଣପୁର

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ ଜିଲ୍ଲା ,ରଣପୁର ,ରିପୋର୍ଟ/ଅଭିମନ୍ୟୁ (ଓଡିଶା ତାଜା ନ୍ୟୁଜ୍‌ )୨୧ ମଇ,ଗୁରୁବାର :ରଣପୁର,ଆଜି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ରଣପୁର ପ୍ରେସ କ୍ଲବ ନୟାଗଡ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁଙ୍କୁ ଭେଟି ରଥ ନିର୍ମାଣ ସମ୍ପର୍କରେ ଆଲୋଚନା କରିବା ପରେ ରଥ ନିର୍ମାଣ ପାଇଁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି ରଥ ନିର୍ମାଣ ପାଇଁ ଅନୁମତି ମିଳିଥିବା ଖବର ଶୁଣିବା ପରେ ରଣପୁର ଜନ ସାଧାରଣ ଓ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି

ପ୍ରେସ କ୍ଲବ ସଙ୍ଘର ସଭାପତି ସୁକାନ୍ତ ପଟ୍ଟନାୟକ, କାର୍ଯ୍ୟ କାରିଣୀ ସଭାପତି ବିଶ୍ୱ ରଞ୍ଜନ ଆଚାର୍ଯ୍ୟ, ଉପ-ସଭାପତି ଅଭିମନ୍ୟୁ ମହାରଣା, ସମ୍ପାଦକ ବ୍ରଜ ରଣସିଂହ, ଉପଦେଷ୍ଟା କିଶୋର ରାଉତରାୟ, ରଘୁନାଥ ନାୟକ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦାଶଙ୍କ ସହ ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ

Exit mobile version