ରାଜଧାନୀର ସବୁ ଶ୍ମଶାନ ଓ ହସ୍ପିଟାଲରେ ଲାଗିବ ଗଛ
ଓଡ଼ିଶା ତାଜା ନ୍ୟୁଜ୍/୧୩,ଜୁଲାଇ ,ବୁଧ ବାର/ଭୁବନେଶ୍ୱର :- ବିଏମ୍ସି ଓ ଗ୍ରୀନ୍ ୱାଲ୍ଡ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ମିଶନ ଗ୍ରୀନ୍ ଭୁବନେଶ୍ୱର-୨୨ । ଚଳିତ ବର୍ଷ ୪ହଜାର ବୃକ୍ଷ ଚାରା ଲଗାଯାଇ ଏହାର ଯତ୍ନ ନିଆଯିବ । ରାଜଧାନୀରେ ଥିବା ସବୁ ହସ୍ପିଟାଲ ଓ ଶ୍ମଶାନରେ ଲାଗିବ ଗଛ । ବିଏମ୍ସି ସହଯୋଗରେ ଗ୍ରୀନ୍ ୱାଲ୍ଡ ଟ୍ରଷ୍ଟ ପକ୍ଷରୁ ରାଜଧାନୀରେ ଚାରା ଲଗାଯାଇ ଏହାର ଯତ୍ନ ନିଆଯିବ । ଆଇଆର୍ସି ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଛ ଲାଗାଯାଇ ଏହି ମିଶନ ରାଜଧନୀରେ ଆରମ୍ଭ ହୋଇଛି ।
