ବରଗଡ଼ ଜିଲ୍ଲାରେ ୩୯.୩୦ ତିମି ବର୍ଷା

ଓଡ଼ିଶା ତାଜା ନ୍ୟୁଜ୍/୧୩,ଜୁଲାଇ ,ବୁଧ ବାର/ବରଗଡ଼ :- ଗତ ଦୁଇ ଦିନ ଧରି ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଂଗକୁ ୩୯.୩୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସକାଳୁ ୧୧.୦ ମିମି, ସଂଧ୍ୟା ରେ ୪.୨୦ ମିମି,

ଆଜି ସକାଳ ସୁଦ୍ଧା ୧୯.୮ ମିମି ବର୍ଷ ହୋଇଥିବା ବେଳେ ୫.୨ ଏ ପର୍ଯ୍ୟନ୍ତ ବର୍ଷା ହୋଇଥିବା ଜଣାପଡିଛି। ଏବେ ମଧ୍ୟ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆକାଶ ମେଘାଚ୍ଛନ୍ନ ରହିଥିବାର ପରିଲକ୍ଷିତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗର ବିଶେଷ ପରିବର୍ତ୍ତନ ହେବା ନାହଁ।

Exit mobile version