
ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁଲାଇ ରବିବାର/ନୟାଗଡ :- ପରିବେଶ ସୁରକ୍ଷା ନିମନ୍ତେ ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ନୟାଗଡ ରେଳବାଇ କଲୋନୀ ଠାରେ ବୃକ୍ଷ ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ଜଣାଶୁଣା ପରିବେଶବିତ ଗଛ ସାର (ଅନ୍ତର୍ଯ୍ୟାମୀ ସାହୁ ) ଯୋଗଦାନ କରି ବୃକ୍ଷ ରୋପଣ କରିବା ସଙ୍ଗେ ସଙ୍ଗେ ଭାରତ ବିକାଶ ପରିଷଦ ର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରି ଆଗାମୀ ଦିନରେ ବହୁତ ପ୍ରକାର ବିଲୁପ୍ତ ପ୍ରାୟ ଗଛ ଯଥା ପଳାସ,

