
ଓଡ଼ିଶା ତାଜା ନ୍ୟୁଜ୍/୫ ଜୁଲାଇ ମଙ୍ଗଳବାର/ବୈପାରିଗୁଡା :- ଜୁଲାଇ ୧ ରୁ ଆରମ୍ଭ ହେଇଛି ବନ ମହୋତ୍ସବ ସପ୍ତାହ ।ଏହି ଅବସରରେ ବୈପାରିଗୁଡା ବନାଂଚଳ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷାକୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ କରିବା ସହ ସଭା ସମିତି କରି ଜଙ୍ଗଲ ସୃଷ୍ଟି କରିବା ନେଇ ବାର୍ତିା ମଧ୍ୟ ଦେଉଥିବାର ଜଣାପଡିଛି । ବୈପାରିଗୁଡା ବନାଚଂଳ ପକ୍ଷରୁ ବୈପାରିଗୁଡା ଠାରେ ବନ ମହୋତ୍ସବ ପାଳନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ସରକାରୀ କର୍ମଚାରୀଙ୍କ ସହିତ ଥାନା ,ବିଏସଏଫ ଯବାନ ମାନେ ମଧ୍ୟ ମିଶି ବନମହୋତ୍ସବ ପାଳନ କରିବା ସହ ବିଭିନ୍ନ ସ୍ଥାନ ରେ

