
ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ବୈପାରିଗୁଡା :- କୋରାପୁଟ ଜି-ଲ୍ଲା ବୈପାରିଗୁଡା ବ୍ଲକ ର ରାମଗିରି (ଗୁପ୍ତେଶ୍ବର) ବନାଂଚଳ ପକ୍ଷରୁ ୭୩ ତମ ବନ ମହୋତ୍ସବ ସ୍ଥାନୀୟ କାନ୍ଦୁଲିବେଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପାଳନ କରାଯାଇଛି ! ବନାଂଚଳ ଅଧିକାରୀ କାର୍ତିକେଶ୍ବର ଖଣ୍ଡାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ୭୩ ତମ ବନମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜୟପୁର ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଖୁଣ୍ଠିଆ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା,

