୨୫ ରୁ ୩୫ କିମି ବେଗରେ ପବନ ବହୁଛି – ପ୍ରକୋପ ସୃଷ୍ଟି କରୁଛି ଅମ୍ଫାନ୍

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ଭୁବନେଶ୍ୱର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ ) ଏସଆରସି ,୧୯ ମଇ,ମଙ୍ଗଳବାର :- ଭୁବନେଶ୍ୱରରେ ବର୍ତ୍ତମାନ ୨୫ରୁ ୩୫ କିଲୋମିଟର ବେଗରେ ପବନ ବହୁଛି । ପବନର ବେଗ ରାତିରେ ବଢ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ଭୁବନେଶ୍ୱରରେ ରାତି ସାଢ଼େ ୮ଟା ସୁଦ୍ଧା ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି । ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏଠାରେ ସନ୍ଧ୍ୟା ସୁଦ୍ଧା ୩୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବାତ୍ୟା ଅମ୍ଫାନି ଦୃଷ୍ଟିରୁ ରାଜ୍ୟସ୍ତରୀୟ ଜରୁରୀକାଳୀନ କେନ୍ଦ୍ରର ନମ୍ବର ଜାରି । 0674- 2534177 ନମ୍ବରରେ ମିଳିପାରିବ ସହାୟତା srcodishagov@gmail.com ଇମେଲ୍‌ରେ ବି ହୋଇପାରିବ ଯୋଗାଯୋଗ – ଏସଆରସି

Exit mobile version