
ଓଡ଼ିଶା ତାଜା ନ୍ୟୁଜ୍/୨୮ ଜୁନ ମଙ୍ଗଳବାର/ନୂଆଗାଁ :- ରଥଯାତ୍ରା ପାଇଁ ନୟାଗଡ ଜିଲ୍ଲା ନୂଆଗାଁ ଷ୍ଟେସନ ରୁ ପୁରୀ କୁ ଜୁନ୍ ୩୦ ରୁ ଚାଲିବ ଟ୍ରେନ୍ । ଜୁନ୍ ୩୦ ରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ସ୍ଵତନ୍ତ୍ର ଟ୍ରେନ ରେ ନୂଆଗାଁ ଷ୍ଟେସନ ରେ ଆସି ଦିନ ୩ ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

