
ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ପୁରୀ :- ଆସନ୍ତା ଅଗଷ୍ଟ 7ରିଖ ଶିଶୁ ସମାଚାର ର ପଞ୍ଚଦସ ସ୍ଵନକ୍ଷତ୍ର ଦିବସଉପଲକ୍ଷେ ମା ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଆଜି ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ରେ ଅନୁଷ୍ଠିତ ହୋଇଛି. ପ୍ରତିଯୋଗିତା କୁ ଉଦଘାଟନ କରିବାପାଇଁଉପଦେଷ୍ଟା ଚକ୍ରଧର ମହାପାତ୍ର, ବିଦୁଲତା ଆଚାର୍ଯ୍ୟ ଶିବ ସୁନ୍ଦର ମିଶ୍ର, ସାମ୍ବାଦିକ ନାରାୟଣ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ.ଉଦଘାଟନ ସମାରୋହ କୁ ସଂଯୋଜନା କରିଥିଲେ ଆଡ଼ଭୋକେଟ ଶରତ କୁମାର ରାୟଗୁରୁ.

