
ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ମଧ୍ୟ ପ୍ରଦେଶ :- ଏହା ଭାରତର ପ୍ରାଚୀନ ଶକ୍ତି ପୀଠ ମଧ୍ୟରେ ଅନ୍ୟତମ l ସମ୍ରାଟ ବିକ୍ରମାଦିତ୍ୟ ଙ୍କ ରାଜତ୍ୱ କାଳରୁ ଏହା ସର୍ବ ଭାରତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିଲା l ମହାକବି କାଳିଦାସ ଙ୍କର ଏହା ସାଧନା ପୀଠ, ସେ ଏହିଠାରେ ମାଙ୍କୁ ପୂଜା କରି ସିଦ୍ଧି ଲାଭ କରିଥିଲେ l

