
ଓଡ଼ିଶା ତାଜା ନ୍ୟୁଜ୍/୨୨ ଜୁନ ବୁଧବାର/ଭୁବନେଶ୍ୱର :- ମେଷ : ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ପରିବାରର ଆନନ୍ଦଦାୟୀ ବାତାବରଣ ମଧ୍ୟ ଆପଣଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ସହାୟତା କରିବ। ସ୍ଵାସ୍ଥ୍ୟରେ ବୃଦ୍ଧି ହେବ । ସହଯୋଗିମାନଙ୍କର ଭଲ ସହଯୋଗ ମିଳିବ । ସାମାଜିକ କ୍ଷେତ୍ରରେ ଯଶକୀର୍ତ୍ତି ମିଳିବ । ଶାରୀରିକ ଏବଂ ମାନସିକ ଆଳସ୍ୟ ଅନୁଭବ କରିପାରନ୍ତି। ଯଦି ସମ୍ଭବ ହୁଏ ତେବେ ଯାତ୍ରାକୁ ଟାଳି ଦିଅନ୍ତୁ। ଆପଣଙ୍କ ବ୍ୟବହାର କାହାକୁ କ୍ଷତି ନ ପହଁଚାଉ, ଏହାର ଧ୍ୟାନ ରଖିବେ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ମଧ୍ୟମ ଅଟେ। ମନର ଶାନ୍ତି ପାଇଁ ଆଧ୍ୟାତ୍ମ ହିଁ ଉତ୍ତମ ଉପାୟ ରହିବ।

