
ଓଡ଼ିଶା ତାଜା ନ୍ୟୁଜ୍/୨୧ ଜୁନ ମଙ୍ଗଳବାର/ବାଲିଗୁଡା ;- ଯୋଗ ହିଁ ନୀରୋଗ ରହିବାର ଏକ ମାତ୍ର ଆଧାର ଏଣୁ ଆସନ୍ତୁ ସମସ୍ତେ ଯୋଗ ପ୍ରାଣାୟାମ କରି ସୁସ୍ଥ ସମାଜ ଗଠନ କରିବା, ଯୋଗ କର ନିରୋଗ ରୁହ l ରୋଗ ମୁକ୍ତ ଜୀବନ ପାଇଁ ଯୋଗଯୁକ୍ତ ଜୀବନ ଏକାନ୍ତ ଆବଶ୍ୟକ ବୋଲି ଆଜି ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମତପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡା ର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି l

