ଓଡ଼ିଶା ତାଜା ନ୍ୟୁଜ୍/୨୧ ଜୁନ ମଙ୍ଗଳବାର/କୋଣାର୍କ :- ଖୁବ୍ ଶୀଘ୍ର କୋଣାର୍କକୁ ରେଳଗାଡ଼ିରେ ଯିବେ ଯାତ୍ରୀ । କୋଣାର୍କକୁ ରେଳ ଲାଇନ୍ ପାଇଁ ଖୁବଶୀଘ୍ର ସର୍ଭେ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଦେଲେ ସୂଚନା ।
ଏହା ସହି ଖୁବଶୀଘ୍ର ଓଡ଼ିଶାରେ ମଧ୍ୟ ୫ଜି ସେବା ର ହେବ ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ-ସେପ୍ଟମ୍ବରରୁ ଭାରତର ୨୦ରୁ ୨୫ ସହରରେ ଏହି ସେବା ହେବ ଆରମ୍ଭ ।
