ଓଡ଼ିଶା ଅଣ- ଗେଜେଟେଡ ବନ ସେବା ପକ୍ଷରୁ ଅଷ୍ଟମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି

ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁନ ଶନିବାର/ମାଲକାନଗିରି,ପଡିଆ :- ଓଡ଼ିଶା ଅଣ-ଗେଜେଟେଡ ବନ ସେବା ସଂଘ ପକ୍ଷରୁ ଅଷ୍ଟମ ଦ୍ବି- ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରତାପ କୋଟାପାଲ୍ଲୀ , ଆଇଏଫଏସ ବିଭାଗୀୟ ବନ ଅଧିକାରୀ, ମାଲକାନଗିରି ଉପସ୍ଥିତ ଥିବା ବେଳେ ।

ମୃଖ୍ୟ ବକ୍ତା ଭାବେ ଶ୍ରୀ ଜଗବନ୍ଧୁ ପାତ୍ର, ରାଜ୍ୟ ସଭାପତି ONGFSA, ଓଡ଼ିଶା, ସମ୍ମାନିତ ଅତିଥି ଶ୍ରୀ କନ୍ଦନ ସିଂ OFS, ମାଲକାନଗିରି, ସମ୍ମାନିତ ଅତିଥି ଭାବେ ଲିଲି ଅମାନତ୍ୟ, OFS, ମାଲକାନଗିରି, ସମ୍ମାନିତ ଅତିଥି ଭାବେ ରାଜ୍ୟ ଉପସଭାପତି ଶ୍ରୀ ଭବାନୀ ଶଙ୍କର ପରିଚ୍ଛା, ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ,

ରାଜ୍ୟ ଆସିଷ୍ଟ ସଂପାଦକ ଶ୍ରୀ ସନ୍ତୋଷ କୁମାର ବିଷୋୟୀ ରନ୍ନା, ONGFSA, Odisha, ମାଲକାନଗିରି ଜିଲ୍ଲା ସଭାପତି ଶ୍ରୀ ତପନ କୁମାର ସାହା, ମାଲକାନଗିରି ଜିଲ୍ଲା ସଂପାଦକ ଶ୍ରୀ ସରୋଜ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।

Exit mobile version