ଜଟଣୀ ର ଆଗାମୀ ଭବିସତ୍ : ଦୁଃଖ ରେ ସୁଖରେ – ସନ୍ତୋଷ ଭାଇ

ସନ୍ତୋଷ ଜେନାଙ୍କ ଜନ ସମ୍ପର୍କ ଅଭିଯାନ

ଓଡ଼ିଶା ତାଜା ନ୍ୟୁଜ୍/୦୯ ଜୁନ ଗୁରୁବାର/ଖୋର୍ଦ୍ଧା/ଜଟଣୀ :- ଜିଲ୍ଲା ପରିଷଦର ସଭ୍ୟ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ପାଣ୍ଡବ ଜେନା ଅଧକ୍ଷ ସନ୍ତୋଷ ଜେନା ଜଟଣୀ ପୌର ପରିଷଦର ବିଭିନ୍ନ ୱାର୍ଡ ବୁଲି ଲୋକଙ୍କ ସହିତ ମିଶି ଏକ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଜଟଣୀ ର ଆଗାମୀ ଭବିସତ୍ ଦୁଃଖ ରେ ସୁଖରେ ସନ୍ତୋଷ ଭାଇ ଏହି ଅବସରରେ ଶ୍ରୀଯୁକ୍ତ ଜେନାଙ୍କୁ ଜଟଣୀ ପବ୍ଲିକ ରାଇଟ୍ସ ଆସୋସିଏସନ ତରଫରୁ ଗଜପତି ନଗର ବେଣୁସେଠୀ ଲେନର

ସମାଜସେବୀ ବାସୁଦେବ ସେଠୀ ଓ ବରିଷ୍ଠ ନାଗରିକ ବେଣୁଧର ସେଠୀ ଶ୍ରୀଯୁକ୍ତ ଜେନାଙ୍କୁ “କରୋନାଯୋଦ୍ଧା”ଓ କର୍ମବୀର ସମ୍ମାନରେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୟପ୍ରକାଶ ତ୍ରିବେଦୀ,ସମାଜସେବୀ ଚିମ୍ପୁ ମିଶ୍ର,ସେବକ ପପୁ କୁମାର, ରତିକାନ୍ତ ଦାଶ, ଯୁବ ସମାଜସେବୀ ସୁଶାନ୍ତ ବାରିକ, ବିନୋଦ ସାବତ ଓ ସାଜତ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version