ଜୁନ୍‌ ୧୩ରେ ହେବ ବିଧାନସଭାର ବାଚସ୍ପତି ନିର୍ବାଚନ : ଆସନ୍ତା ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ

ଓଡ଼ିଶା ତାଜା ନ୍ୟୁଜ୍/୦୮ ଜୁନ ବୁଧବାର/ଭୁବନେଶ୍ୱର :- ଜୁନ୍‌ ୧୩ ତାରିଖରେ ହେବ ବିଧାନସଭାର ବାଚସ୍ପତି ନିର୍ବାଚନ । ଏନେଇ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ । ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ମିିଳିଛି ।

ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ନାମାଙ୍କନ ଦାଖଲ କରିପାରନ୍ତି । ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେବା ପରେ ବାଚସ୍ପତି ପଦ ଖାଲି ପଡିଛି ।

Exit mobile version