
ଓଡ଼ିଶା ତାଜା ନ୍ୟୁଜ୍/୦୬ ଜୁନ ସୋମବାର/ରଣପୁର :- ନୟାଗଡ ଜିଲ୍ଲାର ରଣପୁର ଠାରେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ଦେବ , ଶ୍ରୀ ଶ୍ରୀ ଚଣ୍ଡେଶ୍ୱର ଦେବ ଓ ଜଗତ ଜନନୀ ମାତା ପାର୍ବତୀ ଦେବୀଙ୍କ ବିବାହ ଉତ୍ସବ, ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ଚଳିତ ବର୍ଷ ମହାଆଡମ୍ବରରେ ପାଳିତ ହୋଇଛି ।
ଗତ ଦୁଇ ବର୍ଷ ର କଟକଣା ପରେ ଚଳିତବର୍ଷ ଚଳିତ ଥର ୨୪୫ ତମ ଶୀତଳଷଷ୍ଠୀ ଉତ୍ସବ ଅନୁଷ୍ଠିତ ହୋଇଅଛି ।

