ଜଣେ ଭଲ ମଣିଷ, ଦକ୍ଷ ରାଜନେତା ତଥା ଜନପ୍ରିୟ ବିଧାୟକ

ଓଡ଼ିଶା ତାଜା ନ୍ୟୁଜ୍/୦୪ ଜୁନ ଶନିବାର/ ଭୁବନେଶ୍ୱର :- ଜଣେ ଭଲ ମଣିଷ, ଦକ୍ଷ ରାଜନେତା ତଥା ଜନପ୍ରିୟ ବିଧାୟକ ଭାବେ ଦେଖିବାକୁ ଗଲେ ଶ୍ରୀ ଅରୁଣ କୁମାର ସାହୁ ରାଜ୍ୟ ରାଜନୀତିରେ ସକ୍ରିୟ ଭୂମିକାରେ ସଦାବେଳେ ନଜର ଆସିଥାନ୍ତି l ସେ ଦଳୀୟ ସଙ୍ଗଠନ ହେଉ ବା ନିର୍ବାଚନୀ ରଣାଙ୍ଗନରେ ଚାଣକ୍ଯ ଠାରୁ ବି କମ୍ ନୁହଁନ୍ତି l ଦଳର ସଭାପତି ତଥା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱାସଭାଜନ ହୋଇ ଯେତେବେଳେ ଯାହା ଗୁରୁ ଦାୟିତ୍ଵ ମିଳିଥାଏ ତାହାକୁ ସୂଚାରୁ ରୂପେ ନିର୍ବାହ କରିଥାନ୍ତି l

ସେହିଭଳି ପଦର୍ଶନ ଭିତ୍ତିରେ ଦେଖିବାକୁ ଗଲେ ଜଣେ ଅସାଧାରଣ ଏବଂ ପ୍ରତିଭାବାନ ବ୍ୟକ୍ତି ବା ଛାମୁଆ ନେତା ଅଟନ୍ତି l ସେଥିପାଇଁ ଜଣେ ଏଭଳି ଦକ୍ଷ ରାଜନେତା ତଥା ଜନପ୍ରିୟ ବିଧାୟକ ଶ୍ରୀ ଅରୁଣ କୁମାର ସାହୁଙ୍କୁ ଆସନ୍ତା ମନ୍ତ୍ରୀମଣ୍ଡଳରେ ଭଲ କ୍ୟାବିନେଟ ମନ୍ତ୍ରୀ ପଦ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି ଜଣାଉଅଛି l

Exit mobile version