ଗଜପତି ଜିଲ୍ଲାର ନଵନିର୍ବାଚିତ ଜନପ୍ରତିନିଧି ମାନଙ୍କ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ କର୍ମଶାଳା – ଭିଡିଓ କନଫରେନ୍ସ ଜରିଆରେ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍/୦୩ ଜୁନ ଶୁକ୍ରବାର/ ପାରଳାଖେମୁଣ୍ଡି :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ରାଜ୍ୟ ସ୍ତରୀୟ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ କର୍ମଶାଳା ଉଦଘାଟନ କରିଛନ୍ତି । ସମସ୍ତ ନବନିର୍ବାଚିତ ସଦସ୍ୟ ମାନେ ବ୍ଳକ ସ୍ତରୀୟ ଭିଡିଓ କନଫେରାନ୍ସ କକ୍ଷ ରେ ଯୋଗ ଦେଇଥିଲ

ଜିଲ୍ଲା ସ୍ତରୀୟ ଓସୱାନ ଭିଡିଓ କନଫେରାନ୍ସ କକ୍ଷରେ ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ, ପଞ୍ଚାୟତଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Exit mobile version