
ଓଡ଼ିଶା ତାଜା ନ୍ୟୁଜ୍/୦୩ ଜୁନ ଶୁକ୍ରବାର/ ମାଲକାନଗିରି :- ଆଜି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଗନ୍ଦିପାଲୀ ପଥର କୁଆଁରିର ତୁରନ୍ତ ପୁନଃ ଟେଣ୍ଡର କରିବା ସହ ଏହି ଫିକ୍ସିଂରେ ଜଡିତ ଥିବା କର୍ମଚାରୀ ଏବଂ ଅନ୍ୟମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ମାଲକାନଗିରି ତହସିଲରେ ଗନ୍ଦିପାଲି ପଥର କୁଆଁରିର ଟେଣ୍ଡର ଫିକ୍ସିଂ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରକାଶ ଥାଉକି ଏହି ଟେଣ୍ଡର ହାତେଇବା ପାଇଁ ଚାରି ଜଣ ଟେଣ୍ଡର ପକାଇଥିଲେ ।

