
ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ମାଲକାନଗିରି,ପଡିଆ :- ମାଲକାନଗିରି ଜିଲ୍ଲାକୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଫୋକସ ରହିଛି ।ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ଯୋଗୁଁ ଏହି ଜିଲ୍ଲାକୁ ୫୩ଟି ସ୍କୁଲକୁ ୫-ଟି ଅଧୀନରେ ରୁପାନ୍ତରିତ କରାଯାଇ ସ୍ମାର୍ଟ ସ୍କୁଲରେ ପରିଣତ କରାଯିବ । ସେଥିମଧ୍ୟରୁ ୪୭ଟି ସ୍କୁଲକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୁଭ ଉଦଘାଟନ କରିଛନ୍ତି । ମାଲକାନଗିରି ସ୍ଥିତି ଏମଭି-୭ ଜଗନ୍ନାଥପାଲ୍ଲୀ ହାଇସ୍କୁଲରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝି,

