ପ୍ରଫୁଲ୍ଲ ନାୟକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ର ନୂତନ ସରପଞ୍ଚ ନିର୍ବାଚିତ

ଓଡ଼ିଶା ତାଜା ନ୍ୟୁଜ୍ /୨୮ ମଇ ଶନିବାର/ବରଗଡ଼ :- ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ଗ୍ରାମ ପଞ୍ଚାୟତ ର ନୂତନ ସରପଞ୍ଚ ଭାବେ ପ୍ରଫୁଲ୍ଲ କୁମାର ନାୟକ ନିର୍ବାଚିତ ହୋଇଛନ୍ତି । ଗତକାଲି ଏଥିପାଇଁ ଭୋଟ ଗ୍ରହଣ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ଏହି ପଞ୍ଚାୟତର ଜନୈକ ସରପଞ୍ଚଙ୍କ ମୃତ୍ୟୁ ହେବା ପରେ ନିର୍ବାଚନ କମିଶନ ଭୋଟ ଗ୍ରହଣ ସ୍ଥଗିତ ରଖିଥିଲେ ।

Exit mobile version