ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର/ପଦ୍ମପୁର :- ପାଇକମାଲ ବ୍ଳକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୁରେନା ଗ୍ରାମବାସୀଙ୍କ ଉଦ୍ୟମରେ ତିନି ବ୍ୟାପୀ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇ ଯାଇଛି । ଆଜି ପ୍ରଥମ ଦିନରେ ଶିବ ମନ୍ଦିର ବନ୍ଦ ମଧ୍ୟରୁ ୧୦୮ ପବିତ୍ର ପୂର୍ଣ୍ଣ କଳସ ଆଣି ଏକ ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ,ବାଦ୍ୟ ଖୋଲ ତାଲ ସଂର୍କିର୍ତ୍ତନ୍ଯ ନୃତ୍ୟ ପରିବେଷଣରେ ନଗର ପରିକ୍ରମା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ ସହ ପୂଜାର୍ଚ୍ଚନା ଓ ଦେବ ଆବାହନ କରିବା ଯଜ୍ଞମଣ୍ଡପ ଘଣ୍ଟ ଶଙ୍ଖ ଖୋଲ ତାଲ ବାଦ୍ୟ ସହ ପୁରେନା ସଂକୀର୍ତ୍ତନ ଦଳ ପକ୍ଷରୁ ଅଧିବାସ କରି ନାମାରମ୍ଭ ହୋଇଥିଲା ।

ଆସନ୍ତା ୨୭ ଶୁକ୍ରବାର ଦିନ ନାମ ସମାପନ ସହ ପୂର୍ଣ୍ଣାହୁତି ନଗର ପରିକ୍ରମା,ଦଧିହାଣ୍ଡି ଭଗ୍ନ,କଳସ ବିସର୍ଜନ ଆଦି କାର୍ଯ୍ୟକ୍ରମ ରହିଛି । ଏହି ଷୋହଳ ପ୍ରହର ନାମଯଜ୍ଞରେ ଯଜ୍ଞକର୍ତ୍ତା ଭାବେ ଜ୍ଞାନ ରଞ୍ଜନ ମହାନ୍ତି ତାଙ୍କ ଧର୍ମପତ୍ନୀ ଝରଣା ଦାସ କାର୍ଯ୍ୟ ନିର୍ବାହ କରିଥିବା ବେଳେ ମୁଖ୍ୟ ପଣ୍ଡିତ ତରଣୀ ସେନ ଦାସ,
