
ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ତହସିଲ ଅନ୍ତଃଭୁକ୍ତ ବୁଡୃକିଆ ପଞ୍ଚାୟତର ଦୁଇଟି ଓ୍ବାର୍ଡ ବାଲିସୁଗା ଓ ମାଦିନାଟ । ଏହି ଦୁଇଟି ଓ୍ବାର୍ଡରେ ରହି ଆସୁଥିବା ଅଦିବାସୀ ମାନଙ୍କ ମଧ୍ୟରେ ସିମା ବିବାଦ ଲାଗି ରହିଥିବା ବେଳେ ଦୁଇମାସ ତଳେ ଏହାକୁ ନେଇ ଦୁଇ ଓ୍ବାର୍ଡ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି ଉପୁଜିଥିଲା ।

