ହୃଦୟ ବିଦାରକ ଦୃଶ୍ୟ – ସୁଟକେଶ ଉପରେ ଛୁଆ ..

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ପଞ୍ଜାବ ,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ )୧୫ ମଇ, ଶୁକ୍ରବାର :- ସୁଟକେଶ ଉପରେ ଛୁଆ ଶୋଇବା ଘଟଣା ଉପରେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ପଞ୍ଜାବ ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ତଲବ କରିଛନ୍ତି ।

ମିଡିଆରେ ଏହି ହୃଦୟ ବିଦାରକ ଦୃଶ୍ୟ ପ୍ରସାରିତ ହେବା ପରେ ଏନଏଚଆରସି ଏହାକୁ ଗୁରୁତର ସହ ନେଇଛି।

Exit mobile version