ମହାନଦୀର ଉଦ୍ଧାର ପାଇଁ ପ୍ରବେଶ ସ୍ଥାନ ସୁଖସୋଡ଼ା ଓ ସମୁଦ୍ର ମିଳନ ସ୍ଥାନ ପାରାଦ୍ୱୀପର ଚଉମୁହାଣ ଠାରେ ଆସନ୍ତା 25ତାରିଖରେ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଓଡ଼ିଶା ତାଜା ନ୍ୟୁଜ୍ /୨୩ ମଇ ସୋମବାର/ଭୁବନେଶ୍ୱର :- ମହାନଦୀର ସୁରକ୍ଷା ପାଇଁ ଗତ 20 ତାରିଖ ଦିନ ମହାନଦୀ ବଞ୍ଚାଅ ଆନ୍ଦୋଳନ ଭୁବନେଶ୍ୱର ଠାରେ ଜଳପୁରୁଷ ରାଜେନ୍ଦ୍ର ସିଂଙ୍କ ନେତୃତ୍ୱ ରେ ସତ୍ୟାଗ୍ରହ କରି ତିନୋଟି ପ୍ରମୁଖ ଦାବୀ ଉପସ୍ଥାପନା କରିଥିଲା l
