Home ଓଡ଼ିଶା ପୂର୍ବତନ ବିଧାୟକ ମକରଧ୍ଵଜ ପ୍ରଧାନ କହିଲେ : ବିଜେଡିର ବିଜୟ ସୁନିଚିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ବିଜେଡି ର ବିଜୟ ସୁନିଚିତ : ପୂର୍ବତନ ବିଧାୟକ ମକରଧ୍ଵଜ ପ୍ରଧାନ ଓଡ଼ିଶା ତାଜା ନ୍ୟୁଜ୍ /୨୦ ମଇ ଶୁକ୍ରବାର/ବ୍ରଜରାଜନଗର :- ବ୍ରଜରାଜନଗର ଉପ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଅବସରରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ର 1952 ମସିହା ର ପୂର୍ବତନ ବିଧାୟକ ମକରଧ୍ଵଜ ପ୍ରଧାନଙ୍କୁ ବିଧାୟିକା ଲତିକା ପ୍ରଧାନ ସାକ୍ଷାତକରି ତାଙ୍କ ଅଭିଜ୍ଞତା ତଥା ଅନେକ ବିଷୟରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିବା ସହ ବିଜୁ ଜନତା ଦଳ ର ବିଧାୟିକା ପାର୍ଥିନି ଅଳକା ମହାନ୍ତି ଙ୍କ ବିଜୟ ପାଇଁ ଆଲୋଚନା କଲେ | Categories: ଓଡ଼ିଶା, କଟକ, ରାଜନୀତି, ହୋମ୍ Related Content Odisha Assembly Witness Tense Scenes Over MMDR Act and Textbook Blunders; BJP Slams Opposition Walkout Naveen Patnaik left Assembly by Proprietor Abhimanyu Maharana September 22, 2026 ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ : ଶୋକ ପ୍ରସ୍ତାବ ଆଗତ by Proprietor Abhimanyu Maharana September 22, 2026 Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026