ଆଜି ଗଞ୍ଜାମ, ରାୟଗଡା, ଗଜପତି ଜିଲ୍ଲା ଗସ୍ତରେ – ମୁଖ୍ୟମନ୍ତ୍ରୀ ଙ୍କ ସଚିବ (୫-ଟି)ଭି କେ.ପାଣ୍ଡିଆନ

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ଭୁବନେଶ୍ୱର ,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ )୧୫ ମଇ, ଶୁକ୍ରବାର :- ମୁଖ୍ୟମନ୍ତ୍ରୀ ଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଆଜି ଗଞ୍ଜାମ, ରାୟଗଡା, ଗଜପତି ଜିଲ୍ଲା ଗସ୍ତରେ ଯାଇଛନ୍ତି ।

ବିଭିନ୍ନ ଜିଲ୍ଳା ଗସ୍ତ କରି କୋଭିଡ ହସ୍ପିଟାଲ ବୁଲିବା ସହ ଜିଲ୍ଳା ର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ କୁ ମଧ୍ୟ ଗସ୍ତ କରିଛନ୍ତି ।

Exit mobile version