
ଓଡ଼ିଶା ତାଜା ନ୍ୟୁଜ୍ /୧୬ ମଇ ସୋମବାର/ବରଗଡ଼ :- ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ ରେ ଆମ୍ ଆଦମୀ ପାର୍ଟି ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଅତାବିରା ଠାରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା । ସାପ୍ତାହିକ ବଜାର ଠାରେ ବିଜୁଳି ସମ୍ପର୍କୀତ ଜନ ସଚେତନତା କାର୍ଯ୍ୟକ୍ରମ ରେ ଯୋଗ ଦେଲେ ବ୍ଲକ ଇନଚାର୍ଜ ଜୟ କିଶନ ଛୁରିଆ, ଜିଲ୍ଲା ଆବାହକ ଭବାନୀ ସାହୁ,

