
ଓଡ଼ିଶା ତାଜା ନ୍ୟୁଜ୍ /୧୫ ମଇ ରବିବାର/ଶରଣକୁଳ :- ଶରଣକୁଳ ଥାନା ହରିହରପୁର ଗ୍ରାମର ପ୍ରଭାତ କୁମାର ସ୍ଵାଇଁ ଗତକାଲି ସନ୍ଧ୍ୟାରେ ବ୍ରାଉନ ସୁଗାର ଚୋରା ଚାଲାଣ କରୁଥିବା ସମୟରେ ଜଗନ୍ନାଥ ସଡକ ଡିମିସର ପୋଲ ନିକଟରେ ଶରଣକୁଳ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢାଉ କରି ୧୪ ଗ୍ରାମ ୨୦୦ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।

