
ଓଡ଼ିଶା ତାଜା ନ୍ୟୁଜ୍ /୧୩ ମଇ ଶୁକ୍ରବାର /ଶଙ୍ଖକ୍ଷେତ୍ର ପୁରୀ :- ସ୍ଥାନୀୟ ତ୍ରିଦେବ ଭିଲ୍ଲା ଠାରେ ଆଦି ଶଙ୍କରାନ୍ତର୍ଯ୍ୟଙ୍କ ଦ୍ଵାରା ଶ୍ରୀବିଗ୍ରହମାନଙ୍କ ପୁନଃ ସ୍ଥାପନା ଦିବସକୁ ସ୍ମରଣ କରି ଶ୍ରୀବିଗ୍ରହ ପୁନଃ ସ୍ଥାପନା ଦିବସ ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା, ପୁରୀ ତରଫରୁ ଶାଖା ସଭାପତି ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ବକ୍ତାଭାବେ ଐତିହ ବିଶାରଦ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂବର୍ତନ ସଦସ୍ୟ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ଯୋଗ ଦେଇ ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣର ଘଟଣାକ୍ରମ,

