ନିଷ୍ଠା ପରିବାର ତରଫରୁ ଅଜଣା ଶବ ସତ୍କାର

ସଦର ଥାନା ପୋଲିସ SI ବିରେନ୍ଦ୍ର ବାଗ ଙ୍କ ଉପସ୍ଥିତି ରେ ନିଷ୍ଠା ପରିବାର ତରଫ ରୁ ସସମ୍ମାନେ ଯୁବକ ଙ୍କ ଶବ ସତ୍କାର କରାଯାଇଥିଲା।ଏହି ମହତ କାର୍ଯ୍ୟ ରେ ନିଷ୍ଠା ପରିବାର ର ଉପଦେଷ୍ଟା ଦିଲୀପ ସାୱଡିଆ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଦସ୍ୟ ଚିତ୍ର ସେନ ପ୍ରଧାନ, ଶ୍ୟାମ ଭୋଇ,ବିରେନ୍ଦ୍ର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
Related Content
ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍ ରୁ ୭୦୩ ଗ୍ରାମ୍ ସୁନା ଠାବ
by
Proprietor Abhimanyu Maharana
June 9, 2026
ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ - ୩ ଗିରଫ
by
Proprietor Abhimanyu Maharana
June 9, 2026
ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
June 9, 2026
କ୍ୟାବିନେଟ୍ ବୈଠକ : ୫ଟି ବିଭାଗର ୧୦ ଟି ପ୍ରସ୍ତାବ ଅନୁମୋଦିତ
by
Proprietor Abhimanyu Maharana
June 9, 2026
ପରମ୍ପରାକୁ ବଞ୍ଚାଇ ରଖିବାକୁ ପରିବାରୁ ଅଭିଯାନ ଆରମ୍ଭ ହେଉ : ବାବୁ ସିଂ
by
Proprietor Abhimanyu Maharana
June 8, 2026
ଶ୍ରମିକ କଂଗ୍ରେସର ତିନି ନେତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
by
Proprietor Abhimanyu Maharana
June 8, 2026