
ଓଡ଼ିଶା ତାଜା ନ୍ୟୁଜ୍ /୧୦ ମଇ ମଙ୍ଗଳବାର/ଭୁବନେଶ୍ୱର :- ମେଷ – ଆଜି ଆପଣ ନିଜର ସୁବର୍ଣ୍ଣ ଭବିଷ୍ୟତର ରାସ୍ତାକୁ ଗଢ଼ିବାକୁ ଚେଷ୍ଟା କରିବେ। ଯାହାଫଳରେ ଆପଣ ଶୈକ୍ଷିକ ଏବଂ ଆର୍ଥିକ ସ୍ଥିତିକୁ ଠିକ କରିବାକୁ ସକ୍ଷମ ହେବେ। ଆଜିର ଦିନ ଆପଣଙ୍କ ଆମଦନୀ ଭଲ ହେବାର ସଂକେତ ମିଳୁଛି। ଏହା ଫଳରେ ଆପଣଙ୍କୁ ଖୁସି ମିଳିବ। ପ୍ରେମ ସମ୍ବନ୍ଧରେ ସାଥୀର ମନକୁ ଛୁଇଁଲାଭଳି କଥା ହୋଇପାରେ। କିନ୍ତୁ ପୁଞ୍ଜି ନିବେଶରେ ଅସୁବିଧା ଆସିପାରେ।

