
ଓଡ଼ିଶା ତାଜା ନ୍ୟୁଜ୍ /୦୬ ମଇ ଶୁକ୍ରବାର/ନୟାଗଡ଼ :- ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନୟାଗଡ଼ ଗ୍ରସ୍ତରେ ଆସି ବଲାଙ୍ଗି ପାର୍କକୁ ପରିଦର୍ଶନ କରିଛନ୍ତି । ଉକ୍ତ ପାର୍କର ବିଭିନ୍ନ କାର୍ଯ୍ୟକୁ ଦେଖି ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଏହା ନୟାଗଡ଼ର ପରିଚୟ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଛନ୍ତି । ନୟାଗଡ଼ରେ ହୋଇଥିବା ବିକାଶକୁ ସେ ପ୍ରଶଂସା କରିଛନ୍ତି ।

