
ଓଡ଼ିଶା ତାଜା ନ୍ୟୁଜ୍ /୦୫ ମଇ ଗୁରୁବାର/ଭୁବନେଶ୍ୱର :- ଭୁବନେଶ୍ୱର ର ରଘୁନାଥପୁରରେ କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଆଜି ଚଢାଉ କରି ତାଙ୍କ ନିକଟରୁ ମୋଟ ପ୍ରାୟ ୧୦ କୋଟି ଟଙ୍କାର ବହିର୍ଭୁତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ ସେଥ୍ରେ ରହିଛି କଟକ ଓ ଭୁବନେଶ୍ୱର ରେ ୯୧ଗୋଟି ‘ପ୍ଲଟ୍’,

