
ଓଡ଼ିଶା ତାଜା ନ୍ୟୁଜ୍ /୦୫ ମଇ ଗୁରୁବାର/ବରଗଡ଼ :- ଲେମ୍ବୁ ପରେ ଟମାଟୋ , ବଜାରର ଚଢ଼ା ଦରରେ ବିକ୍ରୀ ଆରମ୍ଭ ହୋଇଛି । ଫଳରେ ଅତିଷ୍ଠ ହୋଇପଡ଼ୁଛନ୍ତି ଗ୍ରାହକ । ଲେମ୍ବୁ ପରେ ହଠାତ୍ ଟମାଟୋ ଦର ଆକାଶ ଛୁଆଁ ହୋଇପଡ଼ିଛି । ଗତ କିଛିଦିନ ଦିନ ତଳେ ଟମାଟୋ କିଲୋ ପିଛା ୨୦-୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ବରଗଡ଼ ଜିଲ୍ଲାର ବଜାର ଗୁଡିକରେ ୪୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି ।

