
ଓଡ଼ିଶା ତାଜା ନ୍ୟୁଜ୍ /୦୪ ମଇ ବୁଧବାର/ ବୈପାରିଗୁଡା :- ବୈପାରିଗୁଡା ପୋଲିସ ପାଇଁ ଆଜି ବଞ୍ଚି ଗଲା ୩ ଜଣଙ୍କ ଜୀବନ , କଥା ଟିକେ ଅଲଗା ଲାଗୁଥିଲେ ମଧ୍ଯ ଜିଏ ଟିକେ ଟିକେ ମୁତ୍ଯୁ ମୁହିଁ ରୁ ବଞ୍ଚିଛି ସେଏ ହିଁ କହିବ ପ୍ରକୃତ ଘଟଣା ! ବୈପାରିଗୁଡା ବ୍ଲକର ରାମଗିରି ପଂଚାୟତର ଖଜୁରୀପଦର ଗ୍ରାମରୁ ବାପା ,ପୁଅ ଓ ଅନ୍ୟ ଜଣେ ସମ୍ପକ୍ରିୟ ବାଇକ ଯୋଗେ ରାତ୍ରି ସମୟରେ ଜୟପୁର ବ୍ଲକର ବାମୁଣି ଗାଁ ଯାଉଥିବା ବେଳେ ବୈପାରିଗୁଡା ଥାନା ଅନ୍ତର୍ଗତ ବିଚଲକୋଟା ଓ ମହୁଲି ଗ୍ରାମ ମଧ୍ୟରେ ରହିଥିବା ବୁଲାଣି ରାସ୍ତାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଖଜୁରୀପଦର ଗ୍ରାମର ଶୁକମନ ଗଲରୀ ଓ ତାଙ୍କ ଛୋଟ ପୁଅ ମହେସ ଗୋଲରୀ ,

