
ଓଡ଼ିଶା ତାଜା ନ୍ୟୁଜ୍ /୨୯ ଏପ୍ରିଲ ଶୁକ୍ରବାର / ଭୁବନେଶ୍ୱର :- ମେଷ : ଆଜି ଆପଣ ସାମାଜିକ ତଥା ସାର୍ବଜନିକ କ୍ଷେତ୍ରରେ ଲୋକମାନଙ୍କର ପ୍ରଶଂସା ପ୍ରାପ୍ତ କରି ପାରିବେ। ଲକ୍ଷ୍ମୀଙ୍କର କୃପା ରହିବ। କୁଟୁମ୍ବ ଏବଂ ଦାମ୍ପତ୍ୟଜୀବନରେ ସୁଖ ଏବଂ ସନ୍ତୋଷ ଅନୁଭବ କରିବେ। ବାହନ ସୁଖ ମିଳିବ। ପ୍ରିୟ ବ୍ୟକ୍ତିଙ୍କର ପ୍ରେମ ପ୍ରାପ୍ତି କରି ପାରିବେ। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେବାର ଅବସର ଆସିବ। ବ୍ୟାପାରିମାନଙ୍କ ପାଇଁ ସମୟ ଲାଭଦାୟକ ଅଟେ।

