ଗୁମି ପଞ୍ଚାୟତ ରେ ଜନ୍ତାଳ ଉତ୍ସବ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ /୨୭ ଏପ୍ରିଲ ବୁଧବାର / ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମି ପଞ୍ଚାୟତ ର ଓସମସ୍କା ଗ୍ରାମରେ ଯନ୍ତାଳ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ଅତିଥି ଭାବେ ସରପଞ୍ଚ ଗୁମି ବବୁରୁ ମହାରଣା, ଗୁମି ସମିତି ତଥା ନୂଆଗାଁ ବ୍ଲକ ଯୁବ ବି ଜେ ଡି ଉପସଭାପତି ସଂଜୀବ କୁମାର ଡାକୁଆ, ୱାର୍ଡ ମେମ୍ବର ନରୋତ୍ତମ ଯୋଗ ଦେଇଥିଲେ।ଗ୍ରାମବାସୀ ଉତ୍ସାହ ର ସହ ଜନ୍ତାଳ ପାଳନ କରିଥିଲେ ।

Exit mobile version