ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ବୈପାରିଗୁଡା :- ବିକ୍ରାନ୍ତ କୁମାର ବେବର୍ତ୍ତା:ବୈପାରିଗୁଡା ର ଜଗନ୍ନାଥ ମନ୍ଦିରର ନୂତନ କମିଟି ଗଠନ କରିବା ସହିତ ସେମାନଙ୍କୁ ମନ୍ଦିର ଦାୟିତ୍ଵ ପ୍ରଦାନ କରାଯାଇଛି ! ବୈପାରିଗୁଡା ସ୍ଥିତ ଡିଏନକେ ପଡିଆ ଠାରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବା ନେଇ ଶୁଭ ପଡିଥିବା ବେଳେ ପୁରୁଣା କମିଟି କୁ ଭାଙ୍ଗି କିଛି ଯୁବଗୋଷ୍ଠୀଙ୍କୁ ରଖାଯିବା ନେଇ ସମସ୍ତ ସଦସ୍ୟ ସ୍ଥିର କରିବା ପରେ ଜଗନ୍ନାଥ ମନ୍ଦିରର ନୂତନ କମିଟି ଗଠନ କରିବା ନେଇ ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ପଶ୍ଚିମଶ୍ବର ମନ୍ଦିର ପରିସର ଠାରେ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି !

