
ଓଡ଼ିଶା ତାଜା ନ୍ୟୁଜ୍ (୨୧ଏପ୍ରିଲ,ଗୁରୁବାର ) ଭୁବନେଶ୍ୱର :- ମେଷ : ଆଜିର ଦିନ ଆପଣ ସାମାଜିକ କାର୍ୟ୍ୟ ଏବଂ ମିତ୍ରମାନଙ୍କ ସହିତ ବିତାଇବେ । ଆପଣଙ୍କ ମିତ୍ରମାନଙ୍କ ମଣ୍ଡଳୀରେ ନୂଆ ମିତ୍ର ଯୋଡ଼ିହେବେ । ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ । ବୃଦ୍ଧମାନଙ୍କ ତରଫରୁ ଲାଭ ହେବ ଏବଂ ତାଙ୍କର ସହଯୋଗ ମିଳିବ । ଆକସ୍ମିକ ଧନ ଲାଭ ମାନସିକ ପ୍ରସନ୍ନତା ବଢ଼ାଇବ । ଦୂରରେ ରହୁଥିବା ସନ୍ତାନମାନଙ୍କର ଶୁଭ ସମାଚାର ମିଳିବ । ଯାତ୍ରା, ପର୍ୟ୍ୟଟନର ସଫଳତା ପୂର୍ବକ ଆୟୋଜନ କରି ପାରିବେ ।

