ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ବୁଧବାର ) ବୈପାରିଗୁଡା :- ବୈପାରିଗୁଡା ଥାନା ଅଂଚଳର ବିଭିନ୍ନ ସ୍ଥାନରେ ପ୍ରତିଦିନ ଚୋରାରେ ବେଆଇନ ଭାବେ କୁକୁଡା ଲଢେଇ ଚାଲିଥିବା ବେଳେ କେତେକ ସ୍ଥାନରେ ବୈପାରିଗୁଡା ପୋଲିସ ପକ୍ଷରୁ ଏହି କୁକୁଡା ଗାଲି ଉପରେ ଚଢାଉ କରିଥିଲେ ମଧ୍ୟ ବୈପାରିଗୁଡା ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଡିଏସପି ପ୍ରୋବେସନ୍ ଶ୍ରୀ ବିରଂଚି ନାରାୟଣ ଜଗତ ଆସିବା ଦିନ ହିଁ ଏକ ବଡଧରଣର ସଫଳତା ହାସଲ କରିଥିବାର ଦେଖାଯାଇଛି ।

