Home ଓଡ଼ିଶା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ସଭାପତି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ମାନ୍ୟବର ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ,ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ର ତଥା ରଣପୁର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନଙ୍କ ନିକଟରେ ଚୀର ଋଣୀ ଓଡ଼ିଶା ତାଜା ନ୍ୟୁଜ୍ (୧୮.୦୪.୨୦୨୨,ସୋମବାର ) ରଣପୁର :- ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ସଭାପତି ଭାବରେ ଅଧିଷ୍ଠିତ କରିଥବାରୁ, ମାନ୍ୟବର ରଣପୁର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନଙ୍କ ନିକଟରେ ଚୀର ଋଣୀ ଓ ନିଜର କୃତଜ୍ଞତା ଜ୍ଞାପନ କରୁଅଛି l ତତସହିତ ମୋ ଦଳ ବିଜୁ ଜନତା ଦଳ ନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନ୍ୟବର ମାନ୍ୟବର ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ମାନ୍ୟବର ପୁରୀ ସାଂସଦ ତଥା ବରିଷ୍ଠ ଆଇନଜୀବି ଶ୍ରୀ ପିନାକୀ ମିଶ୍ର,ମାନ୍ୟବର ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ବ୍ୟୋମକେଶ ରାୟଙ୍କ ନିର୍ଦେଶରେ ଓ ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳରେ ସହଯୋଗରେ ଏକ ସଶକ୍ତ, ଦୃଢ ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ଗଠନ କରିବାରେ ସହାୟକ ହେବି l ତତ ସହିତ ଶ୍ରୀ ଦେବାଶିଷ ପଟ୍ଟନାୟକ,ଆଇନଜୀବି ଶ୍ରୀ ରାମକୃଷ୍ଣ ପଟ୍ଟନାୟକ,ଶ୍ରୀ ପ୍ରଭାତ ଦଳବେହେରା, ଶ୍ରୀ ପାଣ୍ଡଵ ସେଠୀ, ଶ୍ରୀ ମୀନକେତନ ନାୟକ ଓ ଅନ୍ୟାନ୍ୟ ଦିଗଜ୍ଜ ବିଜୁ ଜନତା ଦଳ ନେତାଙ୍କ ନିକଟରେ ନିଜର କୃତଜ୍ଞତା ଜ୍ଞାପନ କରି,ଆଜିଠାରୁ ନିଜ କାର୍ଯ୍ୟ ଜାରୀ ରଖିବି l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 KHURDA ROAD DIVISION CONDUCTED CLOSING CEREMONY OF HINDI PAKHWADA -2026 AND 151st DIVISIONAL OFFICIAL LANGUAGE IMPLEMENTATION COMMITTEE MEETING by Proprietor Abhimanyu Maharana September 24, 2026 ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ ହେଲା ଘାଟି ରାସ୍ତା by Proprietor Abhimanyu Maharana September 24, 2026