1. ଉଚ୍ଚ ଶିକ୍ଷା ବିଭାଗ ତଥା ସରକାର ଉଭୟ ନିଷ୍ପତି ନେଇ ନଥିବା ବେଳେ କୁଳାଧିପତିଙ୍କ କାର୍ଯ୍ୟାଳୟରୁ ଶାଶ୍ୱତ ମିଶ୍ର ଚିଠି କରି ସାଧାରଣରେ ଦ୍ଵନ୍ଦ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ।
2. ଏପ୍ରିଲ ୧୨ ତାରିଖରେ କୁଳାଧିପତିଙ୍କ ସଚିବ ଭାବେ ଶାଶ୍ୱତ ମିଶ୍ର ଚିଠିଟି କରିଛନ୍ତି ।
3. ଯେଉଁ ସମୟରେ କି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ରାଜ୍ୟ ବାହାରକୁ ବ୍ୟକ୍ତିଗତ କାମରେ ଯାଇଥିଲେ ।

