
ଓଡ଼ିଶା ତାଜା ନ୍ୟୁଜ୍ (୧୪,ଏପ୍ରିଲ ଗୁରୁବାର ) ବୈପାରିଗୁଡା :- ଓଡିଆ ନବବର୍ଷ ସହିତ ପଣା ସଂକ୍ରାନ୍ତି ଏବଂ ମହାବିଷୁବ ସଂକ୍ରାନ୍ତି ଅବସରରେ ରାମ ଭକ୍ତ ମାନଙ୍କ ପକ୍ଷରୁ ବୈପାରିଗୁଡା ସହର ପରିକ୍ରମା କରିବା ସହିତ ଜୟ ଶ୍ରୀ ରାମ ନା ରେ ରାସ୍ତାଘାଟ କମ୍ପି ଯାଇଥିବାର ଦେଖାଯାଇଛି ! ହନୁମାନ ଜୟନ୍ତି ପାଳନ ଅବସରରେ ସଂକୀର୍ତ୍ତନ ସହ ଡିଜେ ଲଗାଇ ଏକ ଶୋଭାଯାତ୍ରୀରେ ଭାଇଚାରାର ଭାବ ରଖି ସହର ପରିକ୍ରମା କରିବା ଅଭୂତପୂର୍ବ ଥିଲା !
