ଓଡ଼ିଶା ତାଜା ନ୍ୟୁଜ୍ (୧୩,ଏପ୍ରିଲ ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୂଆଗାଁ ପଞ୍ଚାୟତ ଅଧୀନରେ ଥିବା ଖାଲମଡା ଗ୍ରାମ ର ଆରାଧ୍ୟ ଶୈବ ଠକୁର ବାବା ରାମେଶ୍ବର ଏବଂ ମା ଦଣ୍ଡ କାଳୀ ଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରୀତି କାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଦଣ୍ଡୁଆ ଏବଂ ଭୁଗୁତା ମାନେ ଉପବାସ ରହିବା ସହ ନିଆଁ ରଡ଼ ରେ ଝାମୁ ଚାଲିଥିଲେ । ଝାମୁ ଯାତ୍ରା ଦେଖିବା ପାଇଁ ଖାଲମଡା ଗ୍ରାମ ରେ ଶହ ଶହ ଭକ୍ତ ବିଭିନ୍ନ ପଞ୍ଚାୟତ ରୁ ଆସିଥିଲେ ।

ଝାମୁ ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା , ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସମାଜ ସେବୀ ଶଙ୍କର୍ଷଣ ବେହେରା, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ୍, ନୂଆଗାଁ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା, ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳି ଶାସମଲ୍,
